ସବୁ କିଛି ଥାଇ ବି ଏଠି କିଛି ତ ନାହିଁ ଟଙ୍କା ଅଛି ଗାଡି ଅଛି.... ଅଛି ତ ବଙ୍ଗଳା ହେଲେ ମଣିଷ ଠଓରେ ହସ ନାହିଁ ନୀତି ଏମିତି ଜୀବନ କଟୁଛି ହେଲେ ଖୁସି ରେ ଟିକେ ଜୀଇଁବା ପାଇଁ ତା ପାଖେ ସମୟ ନାହିଁ.... ସବୁ କିଛି ଥାଇ ବି ଏଠି କିଛି ତ ନାହିଁ.. ଯାଇଛି ଆଜି ମଣିଷ ଏଠି ଏତେ ବ୍ୟସ୍ତ ନିଜେ ନିଜର ପାଇଁ ନାହିଁ ଟିକେ ସମୟ ସବୁ କିଛି ଥାଇ ବି ଏଠି କିଛି ତ ନାହିଁ..... ବାହୁ ଅଛି ବଳ ଅଛି... ଅଛି ତା ପାଖେ ପ୍ରଚୁର ଶକ୍ତି ହେଲେ କିଛି କରିବା ପାଇଁ ତା ପାଖେ ଇଚ୍ଛାଶକ୍ତି ନାହିଁ ହଜି ଯାଇଛି ଆଜି ଏଠି ମଣିଷ ଓଠରୁ ହସ.. କର୍ମକୁ ଭୁଲି ମଣିଷ ଆଜି ଭାଗ୍ୟକୁ ଦଉଛି ଦୋଷ.. ଫୁଲ ଅଛି.. ଫଳ ଅଛି ଅଛି ତ ସୂନ୍ଦର୍ ପ୍ରକୃତି ହେଲେ ମଣିଷ ଏଠି ଦୁଃଖରେ ଲୁହ ଝରାଉଛି ନିତି କହିବାକୁ ଗଲେ ଆଜି ମଣିଷ ଜୀଇଁବା ଭୁଲି ଯାଇଛି ଓଠର...