Skip to main content

Posts

ମୁଁ ବନସ୍ମିତା ମହାରଣା

  ମୁଁ ବନସ୍ମିତା ମହାରଣା ଓ ମୋର auto Biography ମୁଁ ବନସ୍ମିତା ମହାରଣା ... profession ରେ ଜଣେ ANM... Last କିଛି ମାସ ତଳେ ମୁଁ govt jobs ପାଇଲି... ଆଜି ମୁଁ ଆପଣଙ୍କୁ ମୋ biography କହିବାକୁ ଯାଉଛି... ମୁଁ ଜାଣିଛି... ଏ ଦୁନିଆଁ କେବଳ ଆମ ସଫଳତାକୁ ଦେଖିଥାଏ ହେଲେ ସେ ସଫଳତା ରାସ୍ତା ରେ ପହଞ୍ଚିବା ପାଇଁ ମୁଁ ଯେ କେତେ ସଙ୍ଘର୍ଷ ର କାଚଖଣ୍ଡ ମାଡ଼ି ଆସିଛି ତାହା ମୁଁ ଜାଣିଛି... ବୋଧ ହୁଏ ଆପଣ ଙ୍କୁ ଏହା ଗପ ଲାଗୁ ଥିବ କିନ୍ତୁ ଏହା ମୋ ଜୀବନ ଘଟିଥିବା ପ୍ରକୃତ କାହାଣୀ ଅଟେ... ମୁଁ  ଏସବୁ ଆପଣଙ୍କୁ ଶଦ୍ଦ ମାଧ୍ୟମ ରେ ଠିକ ସେ କେବେ ବି ବର୍ଣ୍ଣନା କରି ପାରିବିନି କାରଣ ଏସବୁ ସିନା ଖାଲି ଆପଣ ପଢୁଛନ୍ତି.... କିନ୍ତୁ ମୁଁ ଏହାକୁ ମୋ ଜୀବନ ରେ ଅତିକ୍ରମ କରି ଆସିଛି... ଆମେ ବାପଙ୍କର ଗୋଟିଏ ଭାଇ ଭିତରେ ପାଞ୍ଚ ଭଉଣୀ ଥିଲୁ... ଭାଇ ସାନ ଆଉ ଆମେ ସବୁ ବଡ... ଜାଣିଛନ୍ତି ଛଅ ଟି ପିଲା ଙ୍କୁ ପାଠ ପଢେଇବା... ତାଙ୍କର ପ୍ରତି ଟି ଆବଶ୍ୟକ ତା ପୁରାଣ କରିବା.., ପୁଣି ଘର କୁ ଚଳେଇବା..ସତ ରେ ବାପା ଆପଣ ଜଣେ ପ୍ରକୃତ ଯୋଦ୍ଧା ଅଟ.... ମୁଁ ହୁଏତ ଏସବୁ ଶଦ୍ଧ ମାଧ୍ୟମ ରେ ପ୍ରକାଶ କରି ପାରିବିନି ହେଲେ... ଏସବୁ ଆପଣ ମାନଙ୍କୁ ନ କହିବି ବି ରହି ପାରୁନି.... ବୋଧ ହୁଏ ବାପା ଆପଣଙ୍କ ଦୁଃଖ କଷ୍ଟ କୁ ବୁଝି ଥିଲୁ ବୋଲି ଆମେ ଆଜି ତିନି ଭଉଣୀ job କରି ପାରିଛୁ.. ସେଥି ପାଇଁ ମୁଁ ମୋ ଜୀବନ ରେ ଗୋଟି...
Recent posts

List of some important audiobook

  Audio book and thier important point As a man thinketh 1.Thaughts and character 2. effects of thaughts and circumstances 3. effects of thaughts on health,body and purpose 4.The thaught factor in achievement 5.vision and ideals 6. serenity Money is in your mind 1.life ki sabse badi planning 2.kya aap taiyaar hai Ameer honey ke liye 3. apne emotion per control karein 4.agle 5 sal ki planning banayie 5.job ya business 6. relationship mne financial relation ka connection 7. financial management ekk khel hai 8.sabse bada investment kya hai 9. financial problem ko door karne mein mastery baniye 10. businessman ki soch kya honi chahiye Emotion ko kaise control kore 1.heal your body with your mind 2.hamare sath sareer 3. physical body se shuruwat 4.apki anubhati kaisi hai 5. Bachpan mein chaltey hai 6.khudke saath naye tarike se kaam kare 7.aap kaun hai 8.aapki andar ki Aag 9.Aap Azad hai Kaise nikle middle class life se bahar 1.Apka Paisa kuchh keheta hai 2.Ye to ekk trap nikla 3.Itni b...

ଭିଜା ଆଖିରେ ଲୁହ ବର୍ଷା

 ପ୍ରେମରେ ହାରିଚି ସିନା..                   ଜୀବନେ ହାରିନି ମୁଁ ସମ୍ପକ ଏତେ ଗଢ଼ିନି ସିନା ..                        କେବେ ଭାଙ୍ଗିନି ମୁଁ ଭଲ ମୁଁ ଏତେ ନୁହଁ ସିନା..                      ଖରାପ ହୋଇନି କେବେ ମୁଁ ଜୀବନେ ହାରିଛି ସିନା..               ହେଲେ କେବେ କାହାକୁ ହରେଇବା ପାଇଁ ଦେଇନି ମୁଁ କାହାକୁ ବିଶ୍ବାସ କରେନି ସିନା                 ହେଲେ କାହାର ବିଶ୍ଵାସ ଭାଙ୍ଗିନି ମୁଁ ଦୁଃଖ ରେ ଭାଙ୍ଗିଛି ସିନା ହେଲେ                     କେବେ ଭିତରୁ ଭାଙ୍ଗିନି ମୁଁ ଆଖିରୁ ଲୁହ ଝରେଇଛି ସିନା     ...

ମୁଁ ଦୁଃଖୀ ମଣିଷ ଦୁଃଖ ମୋ ଭାଗ୍ୟ ରେ ଲେଖା

 ମୁଁ ଦୁଃଖୀ ମଣିଷ ସୁଖ ମୋ ଭାଗ୍ୟରେ ନାହିଁ ମୋ ଭାଙ୍ଗ କୁଡ଼ିଆକୁ ସଜାଡ଼ିବ କିଏ ଏଇ ଆଖିର ଲୁହକୁ ପୋଛିବ କିଏ ମୁଁ ଏକା ଦୁଃଖୀ ମଣିଷ ଟିଏ             ଦୁଃଖ ଛଡ଼ା ନିଜର ନାହିଁ କିଏ ଦୁଇ ଦିନ ହେଲା ଜଳିନି ମୋ ଚୁଲି                  ଆଖିର ଲୁହ କୁ ପିଉଛି ଖାଲି ଆହା ଟିକେ କହିବାକୁ ଏଠି କାହା ପାଖେ ସମୟ ନାହିଁ         ମୁଁ ଦୁଃଖୀ ମଣିଷ ସୁଖ ମୋ ଭାଗ୍ୟରେ ନାହିଁ ଲିଭି ଯାଇଛି ଓଠ ରୁ ମୋ ହସ                 ହସିବା ବୋଧେ ମୁଁ ଭୁଲି ଗଲିଣି ଦେଇଛି ଦୁଃଖ ମୋ ଜଗା ଏତେ                    ଭରସା ତୁଟିଲାଣି ତା ଉପରେ ଥିଲା ଯେତେ ଆଖିରୁ ଆଉ ଝରୁନି ଲୁହ, ଓଠ ରେ ଆଉ ଫିଟୁନି ହସ          ଦୁଃଖ ସହି ସହି ହେଲିଣି ମୁଁ ବେହସ୍ ମୁଁ ଦୁଃଖୀ ମଣିଷ ସୁଖ ମୋ ଭାଗ୍ୟରେ ନାହିଁ         ...

ମୁଁ ବି ଦିନେ ବଦଳବି

 ସତରେ ' ବଦଳିବା ' ଶବ୍ଦ ଟି ଯଦିଓ ଚାରୋଟି ଅକ୍ଷରକୁ ନେଇ ଗଢ଼ା ହେଲେ ତାକୁ ବାସ୍ତବ ଜୀବନ ରେ ସତ କରିବାକୁ ହେଲେ ଚାରି ବର୍ଷ କଣ ଚାରି ଜନମ ଲାଗିଯାଏ ଯେତେ ପର୍ଯ୍ୟନ୍ତ ସ୍ଵୟଂ ଆମେ ନିଜେ ବଦଳିବା ପାଇଁ ଚାହିଁ ନଥାଉ, ହୁଏତ ଆମକୁ କିଏ କେତେ ବୁଝାଉ, କିଏ କେତେ ଭଲ କଥା କହୁ , କିଏ କେତେ motivation ଦେଉ .. ଏହି ସବୁର କୌଣସି ଫରକ ପଡ଼ି ନଥାଏ ଯେତେ ପର୍ଯ୍ୟନ୍ତ ଆପଣଙ୍କୁ ସ୍ଵୟଂ ଅନୁଭବ ନ ହୋଇଛି କି 'ହଁ ମୋତେ ମୋତେ ବଦଳିବାକୁ ପଡ଼ିବ' ସେ ଆପଣଙ୍କର କେତେ ବଡ ଖରାପ ଅଭ୍ୟାସ ହେଉନା କାହିଁକି ଯେପରି ନିଶାଦ୍ରବ୍ୟ ଖାଇବା, କାହାକୁ ଖରାପ ବ୍ୟବହାର କରିବା, କାହାର ଅନିଷ୍ଟ କରିବା, କାହାର କିଛି ଜିନିଷ ଚୋରି କରିବା, କାହାକୁ ଖରାପ ନଜର ରେ ଦେଖିବା,ନିଜ ଜୀବନ ପାଇଁ ଶୃଙ୍ଖଳିତ ନ ହେବା, ସମୟ ବା ପଇସାର ଠିକ୍ ସଦୁପଯୋଗ ନ କରିବା.. ଏହି ସବୁ କେତେ ବି ଖରାପ ଅଭ୍ୟାସକୁ ବଦଳିବା ବଦଳାଇବା ପାଇଁ ବାସ୍ ଗୋଟିଏ right mindset ଦରକାର ଯେଉଁଠି ସ୍ଵୟଂ ଆପଣଙ୍କୁ ଅନୁଭବ ହେବକି ହଁ ପ୍ରକୃତ ରେ ମୋତେ ବଦଳିବା କୁ ପଡ଼ିବ, ଗୋଟିଏ ଭଲ ଓ ଉତ୍ତମ ମଣିଷ ହେବାକୁ ହେଲେ ମୋର ଯେତେ ଖରାପ ଅଭ୍ୟାସ କୁ ତ୍ୟାଗ କରିବାକୁ ପଡ଼ିବ, ମୋତେ ମୋ ଜୀବନ ଓ ସଫଳତା ପାଇଁ ଶୃଙ୍ଖଳିତ ହେବାକୁ ପଡ଼ିବ, ସମୟ ଓ ପଇସାର ଠିକ୍ ସଦୁପଯୋଗ କରିବାକୁ ପଡ଼ିବ, ମୁଁ ଖାଉଥିବା ପ୍ରତ୍ୟେକ ହାନିକାରକ ଜିନିଷ କୁ ତ୍ୟାଗ କରିବାରୁ ପଡ଼ିବ, ମୋତେ ସମସ୍...

ମନର ପରିଭାଷା

  ମନର ପରିଭାଷା ଗୋଟିଏ ସରଳ ମଣିଷ ତା ଜୀବନରେ ବାସ୍ ଏତିକି ଚାହିଁ ଥାଏ କି ସେ ଟିକିଏ ଶାନ୍ତିରେ ରହୁ ଯେଉଁଠି ନା ଥିବ କହାରି ସାଥେ ଝଗଡା ନା ଥିବ କାହାରି ସାଥେ କିଛି ଭେଦଭାବ ଆଉ ସେ ତାର ବାକି ସମୟକୁ ତାକୁ ଭଲ ପାଉଥିବା, ତାର ଯତ୍ନ କରୁଥିବା ମଣିଷ ପାଖରେ ବିତେଇ ଦେଉ ହେଲେ... ଏମିତି ହୁଏନି।। କିଛି ଖରାପ ଲୋକଙ୍କ ଖରାପ ଆଚରଣ ଓ ଖରାପ ବ୍ୟବହାର ତାକୁ କ୍ରୋଧିତ ହେବାକୁ ବାଧ୍ୟ କରେ, ମନକୁ ଅଶାନ୍ତିରେ ଭରି ଦିଏ ଆଉ ପୁଣି ଭଗବାନ ଠିକ୍ ସେତିକି ସମୟରେ ତାର ଧୋର୍ଯ୍ୟର ପରୀକ୍ଷା ନିଅନ୍ତି ଏବଂ ତା ସହ ଭଗବାନ ଏମିତି କିଛି କରି ଦିଅନ୍ତି, ସେ ନିଜକୁ ବେ ସାହାରା ମନେ କରେ, ଭିତରୁ ଭାଙ୍ଗିବାକୁ ଲାଗେ, ଆଉ ଯେତେବେଳେ ତାର ଭଗବାନ ଉପରେ ଭରସା ତୁଟିବାକୁ ଲାଗେ ସେହି ସମୟରେ ପୁଣି ଭଗବାନ ଏକ ଯାଦୁ କରନ୍ତି ଆଉ ତାର ସବୁ ଦୁଃଖ, କଷ୍ଟ, ଅଶାନ୍ତି କୁ ଦୂର କରି ମନକୁ ସତ୍ତିକ ଭାବନା ରେ ଭରି ଦିଅନ୍ତି.. ପୁଣି ଥରେ ସେଇ ସରଳ ମଣିଷ ନିଜର ସବୁ ଦୁଃଖ କଷ୍ଟ କୁ ଭୂଲି ପୁଣିଥରେ ନୂଆ ସପନ ଦେଖିବା କୁ ଲାଗେ ଆଉ ଜୀବନକୁ ନୂଆ ରୂପ ରେ ଜିଇଁବାକୁ ଚେଷ୍ଟା କରେ.. କିଛ ଦିନ ଗଲା ପରେ ପୁଣି ଏମିତି ଏକ ସମୟ ଆସେ ସବୁ କିଛି ଠିକ୍ ଠାକ୍ ଥିବା ସତ୍ତ୍ୱେ ବି ତାର ମନ କେଜାଣି କାହିଁକି ଅସ୍ଥିର ହେବାକୁ ଲାଗେ.. ସମସ୍ତ ଙ୍କ ଭିତର ରେ ନିଜକୁ ସେ ଏକା ଏକା ଅନୁଭବ କରେ, ସବୁ ଖୁସି ଥାଇ ମଧ୍ୟ ନିଜକୁ ସେ ଦୁଃଖୀ ମନେ କରେ, ଭବିଷ୍ୟତ ରେ ଦିନେ ...

ଜାନେ ସେ ପହିଲେ କୁଛ ଆଚ୍ଛା କରନା'

'' ଜାନେ ସେ ପହିଲେ କୁଛ ଆଚ୍ଛା କରନା'' ଏହା ଏକ ହିନ୍ଦୀ ବାକ୍ଯ ଯାହାର ଅର୍ଥ ଓଡ଼ିଆ ରେ ଯିବା ପୂର୍ବରୁ କିଛି ଭଲ କରିବା, ପ୍ରତ୍ୟେକ ମଣିଷ ଯେବେ ତାର ଛୋଟ ବେଳ କଥା ମନେ ପକାଏ ତ ସେଇ ମଣିଷର କଥା ଅଧିକ ମନେ ପଡିଥାଏ ଯିଏ ତାକୁ ତାର ଅସୁବିଧା ସମୟରେ ସାହାଯ୍ୟ କରି ଥାଏ, ଦୁଃଖ ରେ ସାଥ୍ ଦେଇ ଥାଏ, ଆଖିରୁ ଲୁହ ପୋଛି ଥାଏ, ଆଉ ଭବିଷ୍ୟତ ରେ ସେ ବି ଗୋଟିଏ ଭଲ ମଣିଷ ହେବ ବୋଲି ସ୍ଵପ୍ନ ଦେଖୁଥାଏ କି '' ମୁଁ ବି ଦିନେ ଗୋଟିଏ ଭଲ ମଣିଷ ହେବି ଆଉ ସମସ୍ତଙ୍କୁ ସାହାଯ୍ଯ କରିବି ଅପର ପକ୍ଷରେ ସେହି ବ୍ୟକ୍ତି କୁ ମନେ ପକେଇ ରୁଷି ଯାଇ ଥାଏ କି ଯେଉଁ ମାନେ ଅସୁବିଧା ସମୟରେ ତାର ସାଥ୍ ଛାଡି ଦେଇ ଥିଲେ, ଆଉ ପୁଣି ଭାବେ ଥରେ ମୋର ଏଇ ଅବସ୍ଥାକୁ ବଦଳେଇ ସାରେ ଆଉ କେବେ ସେମାନଙ୍କୁ ଫେରି ଚାହିଁବିନି ହଁ ମାନୁଛି ଆମ ଅସୁବିଧା ସମୟରେ ହାତ ଛାଡ଼ି ଦେଇଥିବା, କଷ୍ଟ ଦେଇଥିବା ଲୋକଙ୍କୁ ନିଜର ଭାବିବା ଟିକିଏ କଷ୍ଟ ହେବ ହେଲେ ଗୋଟିଏ କଥା ମନେ ରଖିଥିବେ ଏ ଦୁନିଆ ରେ ଅନୁତାପ ଠାରୁ ବଡ଼ ଜିନିଷ କିଛି ନାହିଁ, ଆଜି ଭଲ ତା ପାଇଁ କୃତଜ୍ଞ ଅନୁଭବ କରନ୍ତୁ ଆଉ ଆଜି ଯିଏ ଖରାପ ତାର ଭଲ କରି ତାକୁ ଅନୁତାପ କରିବାକୁ ଦିଅନ୍ତୁ ଗୋଟିଏ ମଣିଷ ତା ଜିବନରେ କିଛି ଲୋକ ପ୍ରତି ସମର୍ପଣ ଭାବ ରଖୁଥିବା ବେଳେ କିଛି ଲୋକ ପ୍ରତି ହିଂସା ଭାବ ରଖିଥାଏ, ଆଉ ଯେଉଁ ମଣିଷ ଭିତରେ ଏହି ଦୁଇଟିର ଭାବ ଥାଏ ସେ କେବେ ଗୋଟିଏ ଭଲ ମଣି...