Skip to main content

Posts

Showing posts from November, 2021

1000 ଓଡ଼ିଆ motivational quotes, ଓଡ଼ିଆ heart touching quotes

  1000 ଓଡ଼ିଆ MOTIVATIONAL QUOTES , ଓଡ଼ିଆ HEART TOUCHING QUOTES   1.ରକ୍ତ ସମ୍ପର୍କର ଦୁଇଟା ମନ ଭିତରେ ଯେତେବେଳେ ଭୁଲ ବୁଝାବଣା ର ପାହାଡ଼ ସ୍ରୁଷ୍ଟି ହୋଇ ଯାଏ.. ତାକୁ ଭାଙ୍ଗି ସେଇ ସମ୍ପର୍କ ଯୋଡ଼ିବା ଏତେ ସହଜ ନୁହେଁ  2.ଜିବନରେ ସ୍ଵପ୍ନ ଦେଖିବା.. ସ୍ଵପ୍ନ ପାଇଁ କଠିନ ପରିଶ୍ରମ କରିବା ଭଲ ଅଭ୍ୟାସ ଅଟେ.. ହେଲେ ଅସୁବିଧା ଅଟେ କି ମଣିଷର ନିଜର ଖୁସିକୁ ସ୍ଵପ୍ନ ଉପରେ ନିର୍ଭରଶୀଳ କରେଇ ଦେଇ ଥାଏ କି ଯଦି ସେ ସ୍ଵପ୍ନ ସାକାର ହୋଇ ଯିବ ବା ସେ କାମ ହୋଇ ଯିବ ତାହେଲେ ମୁଁ ଖୁସି ହେବି କିନ୍ତୁ ପ୍ରକୃତ ରେ ଖୁସି ରେ ରହିବାକୁ ହେଲେ ଆମକୁ କିଛି ଦରକାର ନାହିଁ ବାସ୍ ଏହା ଆମ ଉପରେ ନିର୍ଭର କରେ କି ଆମେ କେମିତି ଅନୁଭବ କରିବାକୁ ଚାହୁଁଛୁ  3.ଏମିତି ଏକ ଭୁଲ ଆମ ସମସ୍ତଙ୍କ ଜିବନରେ ହୋଇ ଥାଏ କି ଆମେ ବେଳେ ସେଇ ଗୋଟିଏ ମଣିଷ ପଛରେ ଆମର ସବୁ କିଛି ଏମିତି ନିଜର ଇଜ୍ଜତ ଧୂଳିସାତ୍ କରି ଦେଇ ଥାଉ ଯଦିଓ ସେ ଇଜ୍ଜତ କୁ ବୋହୁତ୍ କଷ୍ଟରେ କମେଇ ଥାଉ କିନ୍ତୁ ତାହାରି ପାଇଁ ସବୁ କିଛି ତ୍ୟାଗ କରି ଦେଇ ଥାଉ 4. ଆମ ଦ୍ୱାରା ହେଉ କି ଅନ୍ୟ ଦ୍ଵାରା ହେଉ କି.. ପଇସା ଦ୍ଵାରା ହେଉ କିନ୍ତୁ  କିଛି ଜିନିଷ କୁ ପୁଣି ଥରେ ଗଢି ପରିବାର ଶକ୍ତି ଆମ ପାଖରେ ଅଛି..  ତାହେଲେ ଯଦି ଜିବନ ଯୁଦ୍ଧରେ ରେ କେବେ ଭାଙ୍ଗି ପଡୁ ପୁଣି ଥରେ କାହିଁକି ଗଢି ନପାରିବ  ହଁ ନିଶ୍ଚିତ ପୁଣି ଥରେ ଗଢି ପ...