ପ୍ରେମରେ ହାରିଚି ସିନା..
ଜୀବନେ ହାରିନି ମୁଁ
ସମ୍ପକ ଏତେ ଗଢ଼ିନି ସିନା ..
କେବେ ଭାଙ୍ଗିନି ମୁଁ
ଭଲ ମୁଁ ଏତେ ନୁହଁ ସିନା..
ଖରାପ ହୋଇନି କେବେ ମୁଁ
ଜୀବନେ ହାରିଛି ସିନା..
ହେଲେ କେବେ କାହାକୁ ହରେଇବା
ପାଇଁ ଦେଇନି ମୁଁ
କାହାକୁ ବିଶ୍ବାସ କରେନି ସିନା
ହେଲେ କାହାର ବିଶ୍ଵାସ ଭାଙ୍ଗିନି ମୁଁ
ଦୁଃଖ ରେ ଭାଙ୍ଗିଛି ସିନା ହେଲେ
କେବେ ଭିତରୁ ଭାଙ୍ଗିନି ମୁଁ
ଆଖିରୁ ଲୁହ ଝରେଇଛି ସିନା
ହେଲେ କେବେ କାହାକୁ କନ୍ଦେଇନି ମୁଁ
Comments
Post a Comment